STORYMIRROR

ସଫଳତା ପାଇଁ ଲହୁ ଲୁହ ଏକାକାର କରୁ ପିଦେପାଦେ ଆଶିଷ ଦେଉ ଢାଳି ପ୍ରେମ ମୋ ତୁ ସିନ୍ଦୂର ତୋର ମୋ ମଥାମଣି ଛଡାଫୁଲ ତୋର ମୋ ଦିଗ ବାରେଣୀ ତୁ ମୋ ଆହୁଲା ତୁ ତରଣୀ ଖୁସି ଯନ୍ତ୍ରଣା ମଲମ ଚାଲି ଅବିର ଦୁନିଆ ଅବୋଧ୍ୟ ଗୀତି

Oriya ମୋ ସଫଳତାରେ ତୁ ବେଶି ଖୁସି Poems